ହୀରାଖଣ୍ଡ ଏକ୍ସପ୍ରେସର ନାମକରଣ ପରିବର୍ତ୍ତନ ପାଇଁ ସାଂସଦଙ୍କୁ ପ୍ରସ୍ତାବ

ଜୟପୁର: ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଇଷ୍ଟ କୋଷ୍ଟ ରେଳୱେ ସମ୍ବଲପୁର ଓ ୱାଲଟିୟର ଡିଭିଜନ ସହ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ସେ ବିଭିନ୍ନ ବର୍ଗର ଲୋକଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ଜୟପୁର ରେଳଷ୍ଟେସନରେ ଗତ କିଛି ଦିନ ହେବ ବିଭିନ୍ନ ଟ୍ରେନ ଗୁଡିକ ଜୟପୁରରୁ ଛାଡ଼ିବା ସମୟରେ ପ୍ଲାଟଫର୍ମ ନଂ ୨ରୁ ଛାଡୁଛନ୍ତି। ବହୁ ବୟସ୍କ … Continue reading ହୀରାଖଣ୍ଡ ଏକ୍ସପ୍ରେସର ନାମକରଣ ପରିବର୍ତ୍ତନ ପାଇଁ ସାଂସଦଙ୍କୁ ପ୍ରସ୍ତାବ